ସାମ୍ବାଦିକ ସମ୍ପିଳନୀରେ ଠକ ପ୍ରଦୀପଙ୍କ ଉପରେ ବର୍ଷିଲେ ବିଧାୟକ ରମେଶ ଜେନା

ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରୁଥିଲେ ପ୍ରଦୀପ ବ୍ରହ୍ମପୁର : ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ବ୍ୟାପକ ଅର୍ଥ ଠୁଳ କରିଛନ୍ତି ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଟାଟା ମୋଟର୍ସ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ ଯିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଏ ମଧ୍ୟରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା … Continue reading ସାମ୍ବାଦିକ ସମ୍ପିଳନୀରେ ଠକ ପ୍ରଦୀପଙ୍କ ଉପରେ ବର୍ଷିଲେ ବିଧାୟକ ରମେଶ ଜେନା